କେମିତି ପ୍ରସ୍ତୁତ କରିବେ କାକୁଡି ସର୍ବତ.

            🌹କାକୁଡି ସର୍ବତ 🌹


ଆବଶ୍ୟକ ସାମଗ୍ରୀ :

     

  1. ତଟକା କାକୁଡି 

2. ତଟକା ଦହି 

3.ପୋଦିନା ପତ୍ର 

4.ଲୁଣ 

(ରନ୍ଧନ ପ୍ରଣାଳୀ ).......

       ଗୋଟିଏ କାକୁଡି କୁ ପ୍ରେଟଣ ରେ ଏକାଠି ନିଅନ୍ତୁ |ବାକି କାକୁଡିକୁ ପ୍ରେସର ଦେଇ ସିଝାଇ ନିଅନ୍ତୁ |ସିଝା କାକୁଡି କୁ grinder ରେ ପେଷି ଦିଅନ୍ତୁ |ଏହା ସହିତ ଦହି, ଲୁଣ, ଦେଇ ମିଶାଇ ଦିଅନ୍ତୁ |ଗ୍ଲାସ ରେ ସର୍ବତ ଢାଳି ତା ଉପରେ କାକୁଡି ରୁ ଟିକିଏ ଓ ପୋଦିନା କଟା ଦେଇ ମିଶାଇ ନିଅନ୍ତୁ ଓ ଥଣ୍ଡା ପିଇବକୁ ଦିଅନ୍ତୁ, ଏହା ମୋଟା ଲୋକଙ୍କ ପାଇଁ କମ କ୍ୟାଲୋରୀଯୁକ୍ତ ଉପାଦେୟ ପାନୀୟ |

  ଗୋଟିଏ ଗ୍ଳାସ ସର୍ବତ -

କ୍ୟାଲୋରୀ -52 gm

Carbohydrate -9 gm

ପୁଷ୍ଟିସାର -4 gm

Fat-0.6 gm





      

Post a Comment

0 Comments